ସାମ୍ନାକୁ ଆସିଲା ଅଲିମ୍ପିଆନ ସୁଶୀଲ କୁମାରଙ୍କ ଭୟଙ୍କର ଚେହେରା
ରେସଲର ସାଗର ଧନଖଡ଼ଙ୍କୁ ସୁଶୀଲ ହକି ଷ୍ଟିକରେ ପିଟୁଥିବାର ଭିଡିଓ ଭାଇରାଲ ହେଉଛି । ଏ ଭିଡିଓଟି ଘଟଣା ସମୟରେ ସୁଶୀଲ କୁମାରଙ୍କ ସାଥୀ ରେକର୍ଡିଂ କରିଥିବା କୁହାଯାଉଛି
#ArgusNews #Susilkumar #PlayerSusilkumar