#ସୁପ୍ରିମକୋର୍ଟକୁ_ଯିବାକୁ_ଯୋଜନା_କରିଛି_ବାଲୁ_ବଜାର_ପୂଜା_କମିଟି
ମୂର୍ତ୍ତି ଉଚ୍ଚତା ବୃଦ୍ଧି ପାଇଁ ବାଲୁ ବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଦାୟାର ଜନସ୍ବାର୍ଥ ମାମଲା ଖାରଜ ହୋଇଯାଇଛି । କରୋନା କଟକଣା ପାଇଁ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି କୋର୍ଟ । ଏହାପରେ ସୁପ୍ରିମକୋର୍ଟକୁ ଯିବାକୁ ଯୋଜନା କରିଛି ବାଲୁ ବଜାର ପୂଜା କମିଟି ।
#durgapuja2021 #Cuttack #HighCourt #HighCourtOfOdisha #SupremeCourt #supremecourtofindia