#ଘାରିଲା_ତୃତୀୟ_ଲହର_ଭୟ
#ଦ୍ୱିତିୟ_ଲହର_ଭିତରେ_ରାଜ୍ୟରେ_ଦସ୍ତକ_ଦେଇ_ପାରେ_ତୃତୀୟ_ଲହର
ଅଗଷ୍ଟ ଶେଷ ସପ୍ତାହ ବେଳକୁ ଆସିପାରେ ତୃତୀୟ ଲହର । ଯାହାକୁ ଦୃଷ୍ଟିରେ ରଖି ମୁକାବିଲା ଲାଗି ଯୋରଦାର ପ୍ରସ୍ତୁତି । ତେବେ ତୃତୀୟ ଲହର ପାଇଁ କେତେ ପ୍ରସ୍ତୁତ ଓଡିଶା । କାରଣ ଏବେ ରାଜ୍ୟରେ କମିନି ଦିତିୟ ଲହରର ପ୍ରଭାବ । ଉପକୂଳ ଓଡିଶାରେ ଦିତିୟ ଲହରର ଡେଲଟା ପ୍ଲସ ଭେରିୟଣ୍ଟ ଆଗରେ କାମ ଦେଉନି ସରକାରଙ୍କ ଷ୍ଟ୍ରାଟେଜି ।
#ArgusNews #ArgusNewsTV #Odisha #COVID19 #ThirdWaveCovid