#କିଷାନ_ଭାଗୀଦାରୀ_ପ୍ରାଥମିକତା_ହମାରି
ଦେଶର କୃଷକଙ୍କ ପାଇଁ ଆଜିଠୁ ୫ ଦିନ ଯାଏ ଆୟୋଜିତ ହେବ ବିଶେଷ କାର୍ଯ୍ୟକ୍ରମ ‘କିଷାନ ଭାଗୀଦାରୀ, ପ୍ରାଥମିକତା ହମାରି’ । କୃଷକଙ୍କ ପାଇଁ ଏଭଳି କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଦେଶର ସମସ୍ତ ୭୨୦ କୃଷି ବିଜ୍ଞାନ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
#farmers #program #CentralGovernment #odisha #ArgusNews