2022 ଆର୍ଥିକ ବର୍ଷରେ ଆଦାନୀ ପୋର୍ଟ SEZର ମୋଟ ରାଜସ୍ବରେ 56% ବୃଦ୍ଧି । ସେହିପରି ପୋର୍ଟରେ କାର୍ଗୋ ଭଲ୍ୟୁମ୍ 47% ବୃଦ୍ଧି ପାଇଛି I ଦେଶର ସର୍ବବୃହତ ପରିବହନ ଉପଯୋଗୀତା ସଂସ୍ଥା ତଥା ଆଦାନୀ ଗ୍ରୁପର ଅଂଶବିଶେଷ ଭାବେ ଆଦାନି ପୋର୍ଟସ୍ ଏବଂ ସ୍ପେଶାଲ୍ ଇକୋନୋମିକ ଜୋନ ଲିମିଟେଡ୍ (APSEZ) ସେପ୍ଟେମ୍ବର 30, 2021ରେ ଶେଷ ହୋଇଥିବା ଦ୍ବିତୀୟ କ୍ବାର୍ଟର ଏବଂ ଅଧବାର୍ଷିକ ଫଳାଫଳ ଘୋଷଣା କରିଛି ।
#AdaniGroup #AdaniEnterprises Gautam Adani #Adani #ArgusNews