ଦକ୍ଷିଣ ଓଡ଼ିଶାର ସର୍ବବୃହତ୍ତ ଗଞ୍ଜାମ ହାଟର ଭବିଷ୍ୟତ ଏବେ ଅନ୍ଧାରରେ । 25 କୋଟି 76 ଲକ୍ଷ ଟଙ୍କାରେ ଗଞ୍ଜାମ ହାଟ ନିର୍ମାଣ କରାଯାଉଛି । କିନ୍ତୁ ବର୍ତ୍ତମାନ ହାଟକୁ ନେଇ ବ୍ରହ୍ମପୁର BDA ହରଡ଼ଘଣାରେ । କାରଣ ସେଠାରେ ଏକ ପୋଖରୀକୁ ପୋତି ହାଟ ନିର୍ମାଣ କରାଯାଉଥିବା ହେତୁ ଜିଲ୍ଲା ପ୍ରଶାସନକୁ ଆସିଛି NGTଙ୍କ ନୋଟିସ।
#Ganjam #Brahmapur #NGT #market #BDA #ArgusNews