#ରାଜ୍ୟ_ସରକାରଙ୍କ_ସଡକ_ଯୋଜନାକୁ_ଉପହାସ
#ବାଟବଣା_ହୋଇଗଲାକି_ରାଜ୍ୟ_ସରକାରଙ୍କ_ସଡକ_ମିଶନ ?
ଉପାନ୍ତରେ ରାଜ୍ୟ ସରକାରଙ୍କ ସଡକ ମିଶନ ଫେଲ । ପୁଣି ଜନନୀ ଯନ୍ତ୍ରଣାର କରୁଣ ଚିତ୍ର ଆସିଲା ସାମ୍ନାକୁ । କାରଣ 108 ଆମ୍ବୁଲାନ୍ସ ଆସିପାରିଲାନି ଗ୍ରାମ ଭିତରକୁ । ପ୍ରତିଟି ଗାଁକୁ ପକ୍କା ରାସ୍ତାର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କ ଅସଲି ମୁଖା ଖୋଲି ଯାଇଛି । ବାଟବଣା ହୋଇଗଲାକି ରାଜ୍ୟ ସରକାରଙ୍କ ସଡକ ମିଶନ ? ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଲାଞ୍ଜି ଗ୍ରାମ କେଳାପଡା ଅଞ୍ଚଳରୁ ।
#Nuapada #PradhanMantriGramSadakYojana #pregnancywomen #Odisha #ArgusNews