#ପୁଣି_ଲୋକଙ୍କ_ମନରେ_ବାତ୍ୟା_ଭୟ
ଆସୁଛି ସମ୍ଭାବ୍ୟ ବାତ୍ୟା ଆସାନି । ତିନିବର୍ଷ ପୂର୍ବେ ଅଙ୍ଗେ ଲିଭାଇଥିବା ଫନି ବିପନ୍ନ ଏବେ କିପରି ଭାବେ ଜୀବନଯାପନ କରୁଛନ୍ତି ଏବଂ ଆଗାମୀ ବାତ୍ୟା ଆସାନିକୁ ନେଇ କେତେ ଭୟଭିତ୍ ଅଛନ୍ତି ପିପିଲି NAC 12 ନମ୍ଵର୍ ୱାର୍ଡର ବସ୍ତିବାସିନ୍ଦା ।
#Puri #pipili #cyclone2022 #ashani #Odisha #ArgusNews