#ଓଡିଶାରେ_ଅନୁପ୍ରବେଶ_କରି_ଆନ୍ଧ୍ର_କରୁଛି_ଅଙ୍ଗନୱାଡି_ନିର୍ମାଣ
ସେଠାରେ କର୍ମୀ ନିଯୁକ୍ତ କରି ଦୀର୍ଘ ଦୁଇ ବର୍ଷ ହେଲା ଚଳାଇଆସୁଛି । ହେଲେ ତିତଲି ବାତ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳରେ ସବୁ ସ୍ବାଭାବିକ କରାଯାଇଥିବା କହୁଥିବା ପ୍ରଶାସନ କିନ୍ତୁ 4ବର୍ଷ ପରେ ବି ଅଙ୍ଗନୱାଡି ଘରଟିଏ ନିର୍ମାଣ କରିପାରିନାହିଁ । ଏଭଳି ଏକ ଉଦାହରଣ ଦେଖିବାକୁ ମଳିଛି ତିତିଲି ପ୍ରଭାବିତ ଆନ୍ଧ୍ର ସୀମାନ୍ତ ଗଜପତି ଜିଲ୍ଲାର ଦେଉଳା ନୂଆ କଲୋନୀରେ ।
#AnganwadiCenter #construction #OdishaGovt #Andhra #BorderIssue #Odisha #ArgusNews