#ବିଧାନସଭାରେ_ନାଗ_କମ୍ପନ
#ବିଜେଡି_ଲିଙ୍କକୁ_ନେଇ_ବର୍ଷିଲେ_ବିରୋଧୀ
ବହୁ ଚର୍ଚ୍ଚିତ ଲେଡି ବ୍ଲାକ ମେଲର ତଥା ନାଗ ଦମ୍ପତି ପ୍ରସଙ୍ଗଙ୍କୁ ନେଇ କମ୍ପିଲା ବିଧାନସଭା । ବିଜେପି ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାଵ ଆଲୋଚନା ବେଳେ ବିଜେଡି ଲିଙ୍କ ଉଠାଇ ବର୍ଷିଲେ ବିରୋଧୀ
#ArgusNews #ArchanaNag #controversy #Assembly #BJD #Odisha