ରାଜ୍ୟ ଜାତୀୟ ସେବା ଯୋଜନା ଶାଖା ତରଫରୁ ଜାତୀୟ ସେବା ଯୋଜନା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ବିଭିନ୍ନ କଲେଜ ମାନଙ୍କରୁ ଜାତୀୟ ସେବା ଯୋଜନାରେ ଜଡିତ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କୁ ସମ୍ମାନିତ କରିବା ସହିତ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥିଲେ ।
#awardceremony #NationalServiceScheme #students #teachers #NSS #programs #Bhubaneswar #ArgusNews