ବାଲେଶ୍ବର ଶ୍ୟାମସୁନ୍ଦରପୁର ପଞ୍ଚାୟତ ପାର୍ବତିପୁର ଗ୍ରାମରେ ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଜଳି ଯାଇଛି। ଅଗ୍ନିକାଣ୍ଡରେ ଘରର ଆସବାବପତ୍ର ସମେତ ସୁନା ଅଳଙ୍କାର ପୋଡ଼ ପାଉଁଶ ହୋଇଯାଇଛି।
#Balasore #Parbatipur #Fire #houseburned #Odisha #ArgusNews