କଟକ ମହାନଗର ନିଗମର ପ୍ଲାଷ୍ଟିକ ମୁକ୍ତ ବାଲିଯାତ୍ରା ଭେଳିକି। ପ୍ଲାଷ୍ଟିକ ବୋତଲ ବ୍ୟବହାର ନକରିବାକୁ ସିଏମସି ବାଲିଯାତ୍ରା ପୂର୍ବରୁ ଅଭିଯାନ ଆରମ୍ଭ କରିଥିଲା। ମାତ୍ର ତାହା ସଂପୂର୍ଣ୍ଣ ଭାବେ ଫେଲ୍ ମାରିଛି। ଯାହାର ପୋଲ ଖୋଲି ଦେଇଛି ଏହି ଖବର...।
#ArgusNews #BaliYatra2022 #plasticfree #CMC #plasticbottles #failed #Cuttack #Odisha