ବରଗଡ଼ ଭେଡେନ ଥାନା ଅନ୍ତର୍ଗତ ଲୁହାଖଣ୍ଡି ଗାଁରେ ଅଭାବନୀୟ ଘଟଣା। ବିଷ ପିଇଲେ କକା-ପୁତୁରା। ବିଷ ପିଇ ପୁତୁରା ମୃତ, କକା ଗୁରୁତର। ଭେଡେନ ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପରିବାର ଲୋକେ। ପୋଲିସ ମିଛ ମାମଲାରେ ଫସାଇବାରୁ ଉଭୟେ ବିଷ ପିଇଥିବା ଅଭିଯୋଗ....।
#ArgusNews #bargarh #FakeCases #police #Odisha