ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା।
କଟକ ପାରିବାରିକ ଅଦାଲତରେ ବର୍ଷା ଅନୁଭବ ହାଜର । ବିବାହ ବିଚ୍ଛେଦ ମାମଲା ନେଇ ଚତୁର୍ଥ ଥର ପାଇଁ ଆଜି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଜାରି ରହିଥିଲା । ଏହା ଅସମାପ୍ତ ରହିବାରୁ ପରବର୍ତ୍ତୀ ତାରିଖରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଜାରି ରହିବ
#ArgusNews #Cuttack #AnubhabMohanty #barshapriyadarshini #MatrimonialDispute