#ଗଙ୍ଗା_ବୈତରଣୀ_ଓ_ମହୋଦଧିରେ_ବାରୁଣୀ_ସ୍ନାନ_ପର୍ବ
ବ୍ରହ୍ମାଙ୍କ ଦ୍ଵାରା ପ୍ରତିଷ୍ଠିତ କ୍ରୋଶଲିଙ୍ଗ ହରନ୍ତେଶ୍ଵର ଯାହାକି ପଣାସା ଗ୍ରାମର ଶେଷଭାଗରେ ଅବସ୍ଥିତ ଓ ଅପରପାର୍ଶ୍ଵରେ ଆଙ୍କୁଲା ଗ୍ରାମରେ ଅବସ୍ଥିତ ମୁକୁନ୍ଦେଶ୍ଵରଙ୍କ ମଧ୍ୟ ଭାଗରେ ପ୍ରଭାବିତ ହେଉଥିବା ପୂଣ୍ୟତୋୟା ବୈତରଣୀ ନଦୀରେ ପ୍ରକୃତ ବାରୁଣୀ ତୀର୍ଥ ଅଟେ ।
#ArgusNews #BaruniSnana #festival #celebration #Jajpur #Odisha