#ବୃଦ୍ଧା_ବୟସରେ_ପରିବେଶ_ଚିନ୍ତା
ବୟସ ପ୍ରାୟ ସମସ୍ତଙ୍କର ୬୦ବର୍ଷରୁ ଉର୍ଦ୍ଧ୍ବ ହେଲାଣି । କିନ୍ତୁ ରାତି ପାହିଲେ ପ୍ରତ୍ୟେକ ଦିନ ବିଭିନ୍ନ ସହରର ଭିନ୍ନ ଭିନ୍ନ ଛକରେ ପରିବେଶକୁ ପ୍ରଦୂଷଣରୁ ମୁକ୍ତ କରିବାକୁ ସଚେତନତା କରୁଛନ୍ତି।
#ArgusNews #Berhampur #awareness #environment #pollution #OldMan #Protest #Odisha