#ଭୁତ_ଉଠଉଛି_ହରିଶ୍ଚନ୍ଦ୍ର_ଯୋଜନାର_ଅର୍ଥ
ସାଧାରଣ ଲୋକଙ୍କ ଉନ୍ନତି ପାଇଁ ସରକାରଙ୍କ ଅନେକ ଯୋଜନା । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ଗରିବ ଓ ଅସହାୟ ବର୍ଗର ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ସତ କିନ୍ତୁ ସେହି ସବୁ ଯୋଜନାର ଲାଭ ଯୋଗ୍ୟ ହିତାଧିକାରୀଙ୍କ ନିକଟରରେ ପହଂଚିପାରୁନି ଏ ସବୁ କେବଳ ଯୋଯନାରେ ହିଁ ସୀମିତ।
#ArgusNews #Jajpur #Binjharpur #harischandrayojana #Corruption #Odisha