ସମ୍ପୂର୍ଣ୍ଣ ପରିବେଶ କାନ୍ଦବୋବାଳୀରେ ଫାଟିପଡୁଛି । ଆଖି ଆଗରେ ଭାଙ୍ଗିଯାଉଛି ନିଜ ଘର ଓ ସ୍ଵପ୍ନ । ବ୍ରହ୍ମପୁର 19ନମ୍ବର ୱାର୍ଡରେ 65 ପରିବାରଙ୍କ ଘର ଭାଙ୍ଗୁଛି BMC । ବୁଲ ଡୋଜର ଆଗରେ ଧାରଣା ଦେଉଛି ତ କିଏ ଗାଡି ଆଗରେ ଲୋଟି ପଡୁଛନ୍ତି। ସରକାରୀ ବାବୁମାନଙ୍କ ଆଗରେ ଛାତି ବାଡେଇ ଚିଲେଉଛନ୍ତି। ବାବୁ କିନ୍ତୁ ପଥର ।
#BMC #Protest #house #Protest #demolish #Encroachment #Berhampur #Odisha #ArgusNews