#ଚିଟଫଣ୍ଡ_ଠକେଇର_ନୂଆ_ତରିକା !
ବ୍ରହ୍ମପୁରରେ ଚିଟଫଣ୍ଡ କରି ଠକେଇ ବନ୍ଦ ହେବାର ନାଁ ନେଉନି । ଏବେ ନୂଆ ତରିକାରେ ବହୁ ଲୋକଙ୍କ କୋଟି କୋଟି ଟଙ୍କା ଠକି ନେଇଛନ୍ତି ଠକ ସଂସ୍ଥା। ୧୫ରୁ ଉର୍ଦ୍ଧ ଲୋକଙ୍କ ୬୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ଏସପିଙ୍କ ନିକଟରେ ଅଭିଯୋଗ ହୋଇଛି
#Brahmapur #Chitfund #Odisha #ArgusNews