#ଚିଲିକାରେ_ବିପଦପୂର୍ଣ୍ଣ_ଜଳଯାତ୍ରା
#ବାଜିରେ_ଲାଗୁଛି_ଲୋକଙ୍କ_ଜୀବନ
ଚିଲିକାରେ ମନମାନି କାର୍ଯ୍ୟ ଚଳାଇଛି ସି.ଡି.ଏ । ପୋତି ହୋଇଗଲାଣି ସ୍ବତନ୍ତ୍ର ଚ୍ୟାନେଲ୍ । ଯାନ୍ତ୍ରୀକ ତ୍ରୁଟି ଲାଗି କୂଳରେ ବନ୍ଦା ହୋଇପଡିଛି ଭସାପୋଲ। ସାତପଡ଼ାରେ ବାଧାପ୍ରାପ୍ତ ହେଉଛି ଯାତାୟତ ।
#Chilika #watertravel #passengersIssue #dangerzone #PublicIssue #Odisha #ArgusNews