#ଜନତାଙ୍କ_ମୁହଁରେ_ତୁଣ୍ଡି_ବାନ୍ଧିବାକୁ_ଅଲୋଡ଼ା_ପ୍ରୟାସ
#ବାକ୍_ସ୍ବାଧୀନତା_ଉପରେ_ରୋକ୍_ପାଇଁ_ବଡ଼_ଷଡଯନ୍ତ୍ର
ସରକାରଙ୍କୁ ସମାଲୋଚନା କରି ଗିରଫ ହେଲେ କେନ୍ଦୁଝର ହାଟଡିହିର ପ୍ରୀତି ପ୍ରକାଶ ନାୟକ । ସୋସିଆଲ୍ ଟକ୍ ପେଜ୍ରେ ଖୋଲୁଥିଲେ ବିଜେଡି ନେତା, ମନ୍ତ୍ରୀଙ୍କ ପୋଲ୍ ।
#ArgusNews #conspiracy #PreetiPrakashNayak #politics #PoliceArrest #socialtalks #BJD #Odisha