ହଟିବ ମହାମାରୀ ଆଇନ । ଦୀର୍ଘ ୨ ବର୍ଷ ପରେ ମହାମାରୀ ଆଇନ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରସରକାର। କେନ୍ଦ୍ର ଗୃହ ମନ୍ତ୍ରଣାଳାୟ ପକ୍ଷରୁ ଏହି ଆଇନ୍କୁ ହଟାଇବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ କୋଭିଡ୍ ସଚେତନତା ଦୃଷ୍ଟିରୁ ସ୍ବାସ୍ଥ୍ୟ ବିଭାଗର ଏସଓପିକୁ ମାନିବାକୁ ପରାମର୍ଶ ଦିଆଯାଇଛି।
#COVID19 #Pendamic #epidemiclaw #HealthDepartment #Odisha #ArgusNews