#ଧନ୍ୟବାଦ_ସଭାରେ_ପିଇବା_ପାଣିରୁ_ବଞ୍ଚିତ_ହିତାଧିକାରୀଙ୍କ_ହଙ୍ଗାମା !
ଦୀର୍ଘ ୨୨ବର୍ଷ ଶାସନ କାଳ ମଧ୍ୟରେ ଏପର୍ଯ୍ୟନ୍ତ ଲୋକେ ମହାନଦୀ କୂଳରେ ଥାଇ ପିଇବା ପାଣି ପାଉନଥିବାରୁ ମଞ୍ଚ ଉପରେ ଚଢ଼ି ଅସନ୍ତୋଷ ବ୍ୟକ୍ତ କରି ମଞ୍ଚ ଉପରେ ମାଇକ ଧରି ପ୍ରତିବାଦ କରିଥିଲେ ଜଣେ ବ୍ୟକ୍ତି
#Cuttack #Banki #ViralVideo #ArgusNews #Odisha