ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଗିରଫ ପ୍ରତିବାଦରେ ଏବଂ ଦୋଷୀ ତିଲେଇବଣି ବ୍ଲକର ବିଡ଼ିଓଙ୍କୁ ଗିରଫ ଦାବୀରେ କଟକ ଜିଲ୍ଲା ଏସପି କାର୍ଯ୍ୟାଳୟ ସମ୍ମୁଖରେ କଟକ ନଗର ବିଜେପି ପକ୍ଷରୁ ପ୍ରତିବାଦ କରିବା ସହ ଧାରଣା ଦିଆଯାଇଥିଲା। ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଧାରଣା ଦିଆଯାଇଥିଲା।
#Cuttack #bjp #protest #SPOffice #Odisha #ArgusNews