କ୍ରିକେଟ କୁ ନେଇ କଟକିଆଙ୍କ ନୂଆ ଅନ୍ଦାଜ । ଗଲି କ୍ରିକେଟ ପରେ ଏବେ ଦେଖିବାକୁ ମିଳିଛି ଟେରିସ କ୍ରିକେଟ
ଖରାଦିନର ସନ୍ଧ୍ୟା ବେଳେ ଛାତ ଉପରେ ଚାଲିଛି କ୍ରିକେଟ ଟୁର୍ଣ୍ଣମେଣ୍ଟ । ମନୋରଂଜନ ସହିତ ଶାରୀରିକ ବ୍ୟାୟମକୁ ପ୍ରୋତ୍ସାହିତ କରିବାପାଇଁ ଏଭଳି ଏକ ଅଭିନବ ପଦକ୍ଷେପ ନେଇଛନ୍ତି ମୋମେଂଟମ ଜିମ ।
#Cricket #Cricketmatch #TerrisCricket #Crickettournament #PhysicalExercise #Entertainment #Cuttack #Odisha #ArgusNews