ମୃତ୍ତିକା ସଂରକ୍ଷଣ ପାଇଁ ସାଇକେଲ ଯାତ୍ରା। ପରିବେଶର ଅସୁନ୍ତୁଳତା ଯୋଗୁଁ ମୃର୍ତ୍ତିକା ଅବକ୍ଷୟ ହେବାରେ ଲାଗିଛି। ତେଣୁ ମୃତ୍ତିକା ଅବକ୍ଷୟକୁ ରୋକିବା ପାଇଁ ସାରା ଭାରତରେ ସାଇକେଲରେ ବୁଲି ସଚେତନ କରୁଛନ୍ତି ୬୨ ବର୍ଷୀୟ ଜଣେ ବ୍ୟକ୍ତି।
#soilconservation #cycleyatra #soilerosion #Odisha #ArgusNews