ଓଡିଶାର ସଂସ୍କୃତି,କଳା,ଐତିହ, ପରମ୍ପରା...ଖାସ୍ କରି ଓଡିଆଙ୍କ ଖାଇବାକୁ ପ୍ରଶଂସା କରନ୍ତି ଧର୍ମେନ୍ଦ୍ର । ଦେଖୁନାହାନ୍ତି କେନ୍ଦ୍ରମନ୍ତ୍ରୀ କେମିତି ଗାଁର ଏଇ ଚାଳିଆ ଘରେ ବସି ପକୁଡି ଖାଇଲେ । ଆଉ ମୋବାଇଲ କାଢି ଅନଲାଇନ୍ ପେମେଣ୍ଟ କଲେ ।