#ଏକବିଂଶ_ଶତାବ୍ଦୀରେ_ପରିବର୍ତ୍ତନର_ପେଣ୍ଠସ୍ଥଳୀ_ହେବ_ଓଡ଼ିଶା
#ଯୁବ_ଶକ୍ତିଙ୍କ_ପ୍ରଚେଷ୍ଟା_ପୂରଣ_କରିବ_ଓଡ଼ିଆ_ଜାତିର_ସ୍ବପ୍ନ
ଏକବିଂଶ ଶତାବ୍ଦୀରେ ଓଡ଼ିଶା ହେବ ପରିବର୍ତ୍ତନର ପେଣ୍ଠସ୍ଥଳୀ । ଓଡ଼ିଶା@100 "ବଡ଼ ଭାବିବା, ବଡ଼ ସ୍ବପ୍ନ ଦେଖିବା” କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ବାନ । ନିଜ ପାଇଁ ନୁହେଁ ସମୁହଙ୍କ ପାଇଁ ସ୍ବପ୍ନ ଦେଖିବାର ସଂକଳ୍ପ ନେବା । ଓଡ଼ିଶାକୁ ଆଗକୁ ନେବାକୁ ସ୍ବପ୍ନ ଦେଖୁଥିବା ୯ ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ ।
#ArgusNews #DharmendraPradhan #SOAUniversity #UtkalDivas2023 #OdishaDay #thinkbigdreambig #Odisha