ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ମୋରଡା ଗାଁର ବିଭୂତି ଭୂଷଣ ପଣ୍ଡାଙ୍କ ଝିଅ ସ୍ବାଗତିକା ପଣ୍ଡା ବାଲୁଗାଁ ଥାନା ଅନ୍ତର୍ଗତ ସିଙ୍ଗେଶ୍ବର ପଞ୍ଚାୟତର ଅରୁଣ ହୋତାଙ୍କ ପୁଅ ପ୍ରୀତମଙ୍କ ବିବାହ କରିଥିଲେ। ତେବେ ଅଧିକ ଯୌତୁକ ପାଇଁ ଶାଶୁଘର ଲୋକେ ସ୍ବାଗତିକାଙ୍କୁ ନିର୍ଯାତନା ଦେଉଥିଲେ। ତେବେ ଗତକାଲି ରାତିରେ ସ୍ବାଗତିକାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
#Puri #dowry #DeathCase #Odisha #ArgusNews