ରାଜ୍ୟରେ ଥମୁନି ହାତୀ ମଡ଼କ ।
ଢେଙ୍କାନାଳ ଖଜୁରିଆକଟା ଅସରଡା ନିକଟରେ ଦନ୍ତାହାତୀର ମୃତ୍ୟୁ ଅଭିଯୋଗ । ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ।
#Dhenkanal #Elephantdeath #electriccurrent #ArgusNews