ସାସ୍କୃତିକ ଅନୁଷ୍ଠାନ ସମାଜ ଓ ସଂସ୍କୃତି ଏବଂ ଓଡିଶା ଜ୍ୟୋତିର ମିଳିତ ଆନୁକୂଲ୍ୟରେ ସଙ୍ଗୀତ କାର୍ଯ୍ୟକ୍ରମ 'ଚିରସବୁଜ ଗୀତ' ଆଜି ଠାରୁ ଆରମ୍ଭ ହୋଇଯାଇଛି । ଏହା ଦୁଇ ଦିନ ଧରି ଚାଲିବ । ଏଥିରେ ୭ ଜଣ ଓଡ଼ିଆ ଦିବଙ୍ଗତ କିମ୍ବଦନ୍ତୀ ସଙ୍ଗୀତଜ୍ଞ ମାନଙ୍କୁ ସଙ୍ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।
#EvergreenSong #musicprogram #musicians #memory #Bhubaneswar #Odisha #ArgusNews