ଖୋଲୁନି ଧାନ ମଣ୍ଡି । ସାରା ରାଜ୍ୟରେ ଧାନମଣ୍ଡି ଏକ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଘେରାଉ କରିଛି ବିଜେପି କୃଷକ ମୋର୍ଚ୍ଚା ।
#ବ୍ଲକ_ଘେରାଉ_କଲା_ବିଜେପି_କୃଷକ_ମୋର୍ଚ୍ଚା
#ArgusNews #protest #FarmersProtest #farmersissue #mandiissue #bjp #Ganjam #Odisha