#ଲକଡାଉନରେ_ମିଳିଛି_ରୋଜଗାରର_ନୁଆ_ପନ୍ଥା
#ଅନଲାଇନ_ମାଧ୍ୟମରେ_ବଢୁଛି_ଫ୍ୟାସନ_ଡିଜାଇନିଂର_ଚାହିଦା
ଓଡ଼ିଶାର ବିଭିନ୍ନ ଫ୍ୟାସନ ଡିଜାଇନର ମାନେ ବର୍ତ୍ତମାନ ଅନଲାଇନ ମାଧ୍ୟମରେ ନିଜର ବ୍ୟବସାୟକୁ ସୁଦୃଢ କରି ପାରିଛନ୍ତି। ଅସୁବିଧା ସମୟରେ ଅନଲାଇନ ଯୋଗୁଁ ସେମାନଙ୍କ ବ୍ୟବସାୟ ସୁଧୁରୁଛି।
#ArgusNews #Bhubaneswar #ArgusNewsTV #Odisha #fashion #fashiondesigner