ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ବଡ଼ଗୁଣ୍ତୁରୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ ,ବଡ଼ଗୁଣ୍ତୁରୀ ସରପଞ୍ଚ ସସ୍ମିତା ଦଳେଇ ପ୍ରମୁଖ ଯୋଗଦେଇ ଏହାକୁ ଆରମ୍ଭ କରିଥିବା ବେଳେ ୩ଜଣିଆ ଡାକ୍ତର ଟିମ୍ ସହ ନର୍ସ ଓ ଫାର୍ମାସିଷ୍ଟ ରହି ରୋଗୀଙ୍କୁ ପରୀକ୍ଷା ନିରିକ୍ଷା କରି ମାଗଣାରେ ସମସ୍ତ ଔଷଧ ଦେଇଥିଲେ...।
#Angul #BikashFoundation #FreeHealthCamp #Odisha #ArgusNews