କମେଣ୍ଟମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ।
୪ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଘଟଣାରେ ଜଣେ ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ୩ ଜଣ ଭାଇ ଓ ଜଣେ ପୁତୁରାଙ୍କ ମୃତ୍ୟୁ ଘଟିଛି
#Ganjam #Pitala #Groupclash #death #ArgusNews