ଜାନୁଆରୀ ୧୪ ରୁ ଆରମ୍ଭ ହେବ ବିଶ୍ଵବ୍ୟାପି "ଗୋ ମାରାଥନ"। ବିଶ୍ଵର ୪୦ ଦେଶ ଓ ଭାରତର ୧୦୦ ସହରରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ। ଗୋ ମାତାକୁ ସୁରକ୍ଷା ଦିଅ ଏବଂ ରନ ଫର କାଓ ସ୍ଲୋଗାନ୍ ଦେଇ ମାରାଥନ ଅହମ୍ମଦାବାଦରୁ ଆରମ୍ଭ ହେବ...।
#ArgusNews #Bhubaneswar #GOMarathon #savecows #ahemdabad #Odisha