#ରାମ_ଧ୍ୱନିରେ_ପ୍ରକମ୍ପିତ_ଜୟପୁର_ସହର
ରାମ ରଥକୁ ଜୟପୁର ରେ ଭବ୍ୟ ସମ୍ବର୍ଦ୍ଦନା । ଆଜି ମାଲକାନଗିରି ବଣ୍ଡା ଘାଟିରେ ଥିବା ସୀତାକୁଣ୍ଡରୁ ବାହାରିଥିଲା ମହାପ୍ରଭୁ ଶ୍ରୀ ରାମଙ୍କ ରଥ । ଏହି ରଥ ଜୟପୁର ସହର ହୋଇ ଛତିଶଗଡ଼ ଦେଇ ପହଞ୍ଚିବ ଅଯୋଧ୍ୟାରେ ।
#Malkangiri #Jaypore #bandaGhati #Ramratha #SriRam #SitaKunda #Ayodhya #ArgusNews