ଏଚଡିଏଫସି ନୟାପଲ୍ଲୀ ବ୍ରାଞ୍ଚ ତରଫରୁ ଏକ ମେଗା ରକ୍ତଦାନୀ ଶିବୀର ଅନୁଷ୍ଠିତ ହୋଇ ଯାଇଛି। ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଡାଇରେକ୍ଟର ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ବାରା ଏହି ରକ୍ତଦାନ ଶିବିର ଉଦଘାଟିତ ହୋଇଯାଇଛି । ବ୍ୟାଙ୍କର ସମସ୍ତ କର୍ମଚାରୀ ତଥା ଗ୍ରାହକ ମାନେ ଏଥିରେ ସାମିଲ ହୋଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ...।
#ArgusNews #Bhubaneswar #HDFCBank #BloodDonationCamp #Odisha