#ହୀରାକୁଦ_ଜଳ_ପରିଚାଳନା_ଉପରେ_ପ୍ରଶ୍ନବାଚୀ
#ଜଳଭଣ୍ଡାର_ନିର୍ମାଣ_ପଛର_ଉଦ୍ଦେଶ୍ୟ_ଦିଗହରା
ହୀରାକୁଦ ଜଳଭଣ୍ଡାର ନିର୍ମାଣ ପଛର ଉଦ୍ଦେଶ୍ୟ ଏବେ ଦିଗହରା। ଚାଷ ନୁହେଁ ଏବେ ଶିଳ୍ପ ସଂସ୍ଥା ଶୋଷୁଛନ୍ତି ପାଣି। ଶିଳ୍ପ ପାଇଁ ବିଦ୍ୟୁତ୍ ଉତ୍ପାଦନ ଉପରେ ଲାଗୁଛି ଅଙ୍କୁଶ। ଫଳରେ କମାଣ୍ଡ ଏରିଆ ତଳି ଅଞ୍ଚଳରେ ଚାଷୀଙ୍କୁ ମିଳୁନି ପାଣି।
#Sambalpur #Hirakud #Electricitygeneration #Odisha #ArgusNews