ରଦି କାଗଜରେ ଘରକରଣା ଓ ଅଳଙ୍କାର
ବାସ୍କେଟ ଠାରୁ ବ୍ୟାଗ ଓ ଫଟୋ ଫ୍ରେମ ଠାରୁ ହାର ,କାନଫୁଲ ଓ ଇୟରରିଂ। ଆକର୍ଷଣୀୟ ଘର ସାଜସଜ୍ଜା ଓ ଆଭୂଷଣ ତିଆରି ହୋଇ କରାଯାଇଛି ପ୍ରଦର୍ଶନ । ଏହାର କାମ ଯେତିକି ମନଲୋଭା ସେତିକି ନିଖୁଣ। ତିଆରି କୌଶଳ ମଧ୍ୟ ସେତିକି ଆଶ୍ଚର୍ଯ୍ୟଜନକ ।
#ArgusNews #homeware #ornaments #wastepaper #selfempowered #GoodNews #Sambalpur #Odisha