#ସରକାରୀ_କଟକଣାକୁ_ଫୁ
#ପୁରୀରେ_ଚାଲିଛି_ବେଆଇନ_କୋଠା_ନିର୍ମାଣ
ପୁରୀ ବଡ଼ଦାଣ୍ଡରୁ ଆରମ୍ଭ କରି ବେଳାଭୂମି ଯାଏ ସବୁଠି ନିୟମର ଖୋଲା ଉଲ୍ଲଂଘନ । କେଉଁଠି ପିକେଡିଏ ନିୟମ ତ କେଉଁଠି ସିଆରଜେଡ ନିୟମର ଧଜିଆ ଉଡୁଛି । କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳଙ୍କ ନେତୃତ୍ବରେ ପିକେଡିଏ, ପୁରୀ ପୌରସଂସ୍ଥା, ପୋଲିସ ଓ ରାଜସ୍ବ ବିଭାଗକୁ ନେଇ ଗଠନ ହୋଇଛି ଏକ ଟିମ୍ ।
#ArgusNews #hotels #illegally #construction #building #OdishaGovt #puri #Odisha