#ସଫେଇ_କର୍ମଚାରୀଙ୍କ_ପ୍ରତି_ସମ୍ବେଦନହୀନ_ବିଏମସି_ପ୍ରଶାସନ
#କମ୍ପାନୀ_ହାତରେ_ଟେକି_ଦିଆଯାଇଛି_ସଫେଇ_କର୍ମଚାରୀଙ୍କ_ଭାଗ୍ୟ
ନୁଆ ପରିମଳ ଟେଣ୍ଡରରେ ଇପିଏଫ୍, ଇଏସଆଇ ନେଇ ନାହିଁ ସ୍ପଷ୍ଟ ତଥ୍ୟ । ଶ୍ରମ କମିଶନରଙ୍କ ଦ୍ଵାରସ୍ଥ ହେଲେ ସଫେଇ କର୍ମଚାରୀ । ସକାଳ ହେଲେ ରାଜଧାନୀ ବାସୀ ନିଦରୁ ଉଠି ନଥିଲା ବେଳେ ଏମାନେ ସଫେଇ କାର୍ଯ୍ୟରେ ଲାଗିଥାନ୍ତି। ଏବେ ଏମାନଙ୍କ ହକ୍ କୁ କମ୍ପାନୀ ହାତରେ ଟେକି ଦେଇଛି ବିଏମସି ପ୍ରଶାସନ।
#Cuttack #BMC #workers #Odisha #ArgusNews