#ଶ୍ରୀ_ମନ୍ଦିର_ଭୁଶୁଡି_ପଡିବ !
ବିନା ଜନ ଶୁଣାଣିରେ ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ଚାଲିଛି ସଂଘାତିକ ଖୋଳାଖୋଳି ଓ ନିର୍ମାଣ କାର୍ଯ୍ୟ। ରାତାରାତି ଗାୟବ ହେଇଯାଉଛି ମନ୍ଦିରର ପଥର । ଏ. ଏସ. ଆଇକୁ ଦାବି ପତ୍ର ଦେଲା ଜଗନ୍ନାଥ ସେନା
#Puri #jagannathtemple #Jagannathsena #PriyadarshanPatnaik #ArgusNews