ଭିନ୍ନ ଏକ ପ୍ରତିବାଦ, ବେଆଇନ ମାଟି ଖନନ ଓ ବିକ୍ରିକୁ ବିରୋଧ !
ବେଆଇନ ମାଟି ଖନନ ସହ ବେଆଇନ ବିକ୍ରିକୁ ବିରୋଧ କରିଛନ୍ତି କଟକ ଜିଲ୍ଲା ଝାର୍ଶର କଢ଼େଇର ଗ୍ରାମବାସୀ । ଯାଜପୁର ଓ କଟକ ସୀମାନ୍ତରେ ଥିବା ସ୍ଥାନରୁ ଦର୍ପଣ ତହସିଲର ନିର୍ଦ୍ଦେଶ କ୍ରମେ ରେଲୱେ ଘରୋଇ ଠିକା ସଂସ୍ଥାକୁ ମାଟି ବିକ୍ରି ପ୍ରତିବାଦରେ କଟକ ଜିଲ୍ଲା ନିବାସୀ ଯାଜପୁର ଜିଲ୍ଲାରେ ଅଭିଯୋଗ କରିଛନ୍ତି
#ArgusNews #Cuttack #Jajpur #Protest #illegallandsold #Odisha