#ସରକାରୀ_ଅଫିସ_ସାଜିଛି_ମଦ_ବାର
ଅଫିସ ରୁ ବାହାରୁଛି କୁଢ଼ କୁଢ଼ ମଦ ବୋତଲ । ମଦ ଗନ୍ଧରେ ଫାଟି ପଡୁଛି ସମଗ୍ର ଅଞ୍ଚଳ । ଆମେ କହୁଛୁ ଯାଜପୁର ଜିଲ୍ଲା ବିଂଝାରପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ କଥା। ଯେଉଁଠିକି ଯିବା ପାଇଁ ସାଧାରଣ ଲୋକେ ଭୟ କରୁଛନ୍ତି। ଏଭଳି ଘଟଣାକୁ ବିରୋଧୀ ନିନ୍ଦା କରିଛନ୍ତି।
#ArgusNews #Jajpur #Binjharpur #winebottles #governmentoffice #liquorbar #Odisha