ସୁକିନ୍ଦା ବ୍ଲକ କାଙ୍କଡପାଳ ପଞ୍ଚାୟତ କାଦୁଅବନ୍ଦୀ ଗ୍ରାମର ସରକାରୀ ଉପ୍ରା ବିଦ୍ୟାଳୟରେ ବାର୍ଷିକ ପରୀକ୍ଷା ଚାଲିଛି । ହେଲେ ସକାଳ ୭ ଟା ପରୀକ୍ଷା ଆରମ୍ଭ ହୋଇଥିଲେ ମଧ୍ୟ 10ଟାରେ ପହଞ୍ଚିଲା ପରୀକ୍ଷା ପତ୍ର । ଯାହାକି ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରିଛି
#ArgusNews #Jajpur #Sukinda #UPSchool #Exam #Questionpaper #Odisha