#ଯାତ୍ରାରେ_ଅଶ୍ଳୀଳତା_ଉପରେ_ରୋକ୍
ମଞ୍ଚ ଉପରେ ଯାତ୍ରା ଓ ମେଲୋଡି ପ୍ରଦର୍ଶନ ଉପରେ ଲାଗିଲା କଟକଣା। କଟକଣା ଲାଗୁକଲା ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ଶୁଣନ୍ତୁ ଏନେଇ କ'ଣ ପ୍ରତିକ୍ରିୟା ରଖିଲେ ଯାତ୍ରା କଳାକାର ବାପି ପଣ୍ଡା....।
#ArgusNews #Jatra #Obscenity #Ban #DepartmentofCulture #melody #dance #BapiPanda #Odisha