#ଝରିଗାଁ_ବ୍ଲକ_କର୍ମଚାରୀଙ୍କ_କଲମ_ଛାଡ଼_ଆନ୍ଦୋଳନ
ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଡ଼ିଓ ସତ୍ୟ ନାରାୟଣ ମେହେରଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ତୀବ୍ର ପ୍ରତିବାଦ ପ୍ରକାଶ କରି ଆଜି ଝରିଗାଁ ବ୍ଲକ କର୍ମଚାରୀଙ୍କ କଲମ ଛାଡ଼ କରି ଆନ୍ଦୋଳନ ବସିଛନ୍ତି ।
#ArgusNews #protest #Nabarangapur #Jharigaon #BDO #SatyaNarayanMeher #policestation #Odisha