ଝାରସୁଗୁଡା ମହାଲଢେଇ ପାଇଁ ପ୍ରସ୍ତୁତ ରଣକ୍ଷେତ୍ର
ବିଜେଡିରୁ ଦୀପାଲି, କଂଗ୍ରେସରୁ ତରୁଣ ପ୍ରାର୍ଥୀ। ବିଜେପିରୁ ଟଙ୍କଧର ଏକ ପ୍ରକାର ଚୂଡାନ୍ତ। ଜନଆକ୍ରୋଶ ଓ ଅନୁକଂପା ଭିତରେ ହେବ ଟକ୍କର। ବିଜେଡି ପାଇଁ ଅଡୁଆ ହୋଇପାରେ ଆଇନଶୃଙ୍ଖଳା ଓ ରାଜୁ ସିଣ୍ଡ୍ରୋମ୍।
#ArgusNews #JharsugudaByElection #Nomination #BJP #strategy #Odisha